Below header

ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ, ୧୫ରୁ ଅଧିକ କୁଶଳୀ କାରିଗର ନିୟୋଜିତ

ପୁରୀ: ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଗ୍ରାଉଟିଙ୍ଗ୍‌ , ଓ୍ଵାଶିଂ ଏବଂ ପଥର ବଦଳା ଆଦି କାର୍ଯ୍ୟ ହେଉଛି । ୧୫ରୁ ଅଧିକ କୁଶଳୀ କାରିଗର ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ASI ପକ୍ଷରୁ ଏହି ମରାମତି କାର୍ଯ୍ୟ କରାଯାଉଛି । ଏହା ପରେ ମହାଲକ୍ଷ୍ମୀ ଏବଂ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିରର ମରାମତି କାର୍ଯ୍ୟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.