Below header

ନାସାର କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ

ନୂଆଦିଲ୍ଲୀ(କେ ନ୍ୟୁଜ): ଭାରତୀୟ ଆମେରିକୀୟ ଭବ୍ୟା ଲାଲଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ନାସା ପକ୍ଷରୁ ତାଙ୍କୁ ଅନ୍ତରୀକ୍ଷ ଏଜେନ୍ସିର କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି। ଭବ୍ୟା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ନାସାରେ ପରିବର୍ତ୍ତନ ସମ୍ବଦ୍ଧିତ ସମୀକ୍ଷା ଦଳରେ ମଧ୍ୟ ସଦସ୍ୟ ଅଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.