Below header

ଉନ୍ମୋଚନ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଜେଏନୟୁର କିଛି ଛାତ୍ର

କେନ୍ୟୁଜ୍(ବ୍ୟୁରୋ): ଉନ୍ମୋଚନ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଂଗିଦେଲେ ଜେଏନୟୁର କିଛି ଛାତ୍ର। ପ୍ରତିବାଦ କରୁଥିବା ଛାତ୍ରଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠି ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିବା ଜଣାପଡ଼ିଛି। ପ୍ରତିମୂର୍ତ୍ତି ଭାଂଗିବା ସମୟର ଭିଜୁଆଲ ରେକର୍ଡ କରିଛନ୍ତି ୟୁନିଭର୍ସିଟିର ସିକ୍ୟୁରିଟି କର୍ମଚାରୀ। ପ୍ରତିମୂର୍ତ୍ତି ଭାଙ୍ଗିଥିବା ଛାତ୍ରଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.