Below header

ଗୋଟିଏ ପଟେ ମୋଦିଙ୍କ ଶପଥ ସମାରୋହ : ଅନ୍ୟପଟେ ହେଲା ବିଜେପିର ୱେବସାଇଟ ହ୍ୟାକ୍, ଚାଲିଲା ବିଫ୍ ପାର୍ଟି

ଗୋଟିଏ ପଟେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ଶପଥ ସମାରେହ ଚାଲିଥିବା ବେଳେ ବିଜେପିର ଦିଲ୍ଲୀ କାର୍ଯ୍ୟାଳୟ ୱେବସାଇଟ ହ୍ୟାକ ହୋଇଛି । ହ୍ୟାକର ଏହି ୱେବ ସାଇଟର ମେନ୍ୟୁକୁ ପରିବର୍ତ୍ତନ କରି ଏକ ଗୋମାଂସ ଫଟୋ ରଖି ବିଫ୍ ପାର୍ଟି କରିବା ପାଇଁ ଲେଖା ଯାଇଛି । ଏପର୍ଯ୍ୟନ୍ତ ଏହି ହ୍ୟାକ ପଛରେ କେଉଁ ଗ୍ରୁପର ହାତ ଅଛି ତାହା ସ୍ପଷ୍ଟ ହୋଇନାହିଁ ।

BJP WEB SITE
ପ୍ରଥମରୁ ଏହି ୱେବସାଇଟ ହ୍ୟାକ୍ ହୋଇ ଫୁଲ ସ୍କ୍ରୀନରେ ଏକ ଗୋମାଂସର ଫଟୋ ରଖା ଯାଇଥିଲା । ପରେ ଏହାକୁ ବିଜେପିର ସାଇବର ଏକ୍ସପୋର୍ଟ ଠିକ୍ କରିଦେଇଥିଲେ ।

 

ଫ୍ରେଞ୍ଚ୍ ସାଇବର ସିକ୍ୟୁରିଟି ଅନୁସନ୍ଧାନକାରୀ ଇଲିୟମ ଏଲ୍ଡର୍ସନ ଏହି ହ୍ୟାକ୍ ବିଷୟରେ ପ୍ରଥେମ ଟ୍ବିଟ କରି ଲୋଖିଥିଲେ ବିଜେପିର ଅନ୍ୟଏକ ୱେବସାଇଟ ହ୍ୟାକ ହୋଇଛି ବୋଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.