ଜୁଲାଇ ୧ରୁ CBSE ଦ୍ୱାଦଶ ପରୀକ୍ଷା ଆରମ୍ଭ, ମାସ୍କ ପିନ୍ଧି ଓ ସାନିଟାଇଜର ନେଇ ଆସିବେ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ୧ରେ CBSE ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ୧ ଜୁଲାଇରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଦିନ ୧୦ଟା ୩୦ରୁ ୧.୩୦ ପର୍ଯ୍ୟନ୍ତ ହେବ ପରୀକ୍ଷା କରାଯିବ । କରୋନା ପାଇଁ ଅନିଶ୍ଚିତତା ମଧ୍ୟରେ ଥିଲା ପରୀକ୍ଷା । ମାସ୍କ ପିନ୍ଧି ଓ ସାନିଟାଇଜର ନେଇ ଆସିବେ ପରୀକ୍ଷାର୍ଥୀ ।

ସୂଚନା ଥାଉକି, ସାରା ଦେଶରେ କରୋନା ଭରଇରସ୍ ଆତଙ୍କ ଖେଳାଇଛି। ଯାହାଫଳରେ ଅନେକ ପରୀକ୍ଷା ସ୍ଥଗିତ ହୋଇରହିଛି । ଏହାଭିତରେ CBSE ଦ୍ୱାଦଶ ପରୀକ୍ଷା ତାରଖ ଘୋଷଣା ହେବାପରେ ଛାତ୍ରୀଛାତ୍ରୀ ଏବଂ ଅଭିଭାବକମାନଙ୍କ ଭିତରେ ଆଶ୍ବସ୍ତି ପ୍ରକାଶ ପାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.