Below header

ହାଇଦ୍ରାବାଦରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌

ହାଇଦ୍ରାବାଦରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌ । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀ ଗୁଡ଼ିକର ଅପବ୍ୟବହାର ହେଉଥିବା ଅଭିଯୋଗରେ ନିକଟରେ ସୁପ୍ରିମକୋର୍ଟ ଯାଇଥିଲେ ୧୪ ବିରୋଧୀ ଦଳ। କିନ୍ତୁ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ । ମୋଦି କହିଛନ୍ତି ବିରୋଧୀଙ୍କୁ ସୁପ୍ରମକୋର୍ଟରୁ ଝଟ୍‌କା ଲାଗିଲା।

ନୂଆଦିଲ୍ଲୀ :  ହାଇଦ୍ରାବାଦରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌ । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀ ଗୁଡ଼ିକର ଅପବ୍ୟବହାର ହେଉଥିବା ଅଭିଯୋଗରେ ନିକଟରେ ସୁପ୍ରିମକୋର୍ଟ ଯାଇଥିଲେ ୧୪ ବିରୋଧୀ ଦଳ। କିନ୍ତୁ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ । ମୋଦି କହିଛନ୍ତି ବିରୋଧୀଙ୍କୁ ସୁପ୍ରମକୋର୍ଟରୁ ଝଟ୍‌କା ଲାଗିଲା।

କେନ୍ଦ୍ର ସରକାର ଇଡି, ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଆଜି ତେଲେଙ୍ଗାନାରେ ୧୧ ହଜାର କୋଟିର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ଅବସରରେ ବିରୋଧୀଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ୍‌ କରିଛନ୍ତି ମୋଦି । ବିରୋଧୀ ଦଳଙ୍କ ନାଁ ନନେଇ କହିଛନ୍ତି, ସୁପ୍ରିମକୋର୍ଟରୁ ସୁରକ୍ଷା ମାଗିବାକୁ ଯାଇଥିଲେ ଏମାନେ । ତାଙ୍କ ଦୁର୍ନୀତି ବହି ଯେପରି ଆଉ କେହି ଖୋଲି ପାରିନଥାନ୍ତେ। କିନ୍ତୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ମନା କରି ଝଟ୍‌କା ଦେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.