Below header

ବଜାରରେ ମିଳିବ କରୋନା ଔଷଧ, ଦୋକାନରେ ବିକ୍ରି ପାଇଁ ଅନୁମତି ଦେଲା DGCI

ଏଣିକି ବଜାରରେ ମିଳିବ କରୋନା ଔଷଧ। ଦୋକାନରେ ବିକ୍ରି ପାଇଁ ଅନୁମତି ଦେଲା ଡିଜିସିଆଇ। କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ ପାଇଁ ଅନୁମତି ମିଳିଛି।

ଏହାସହିତ ଆଉ ଏକ ଖୁସିଖବର ହେଉଛି ରେମଡେସିଭିର ଇଞ୍ଜେକସନ୍‌ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି। ଔଷଧ ବିକ୍ରି ପୂର୍ବରୁ ପ୍ରେସକିପସନର ଫଟୋ କପି ରଖିବା ଜରୁରୀ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକିପସନ ଥିଲେ କିଣିପାରିବେ ଔଷଧ।

କେଉଁ ଦୋକାନରେ ବିକ୍ରି ହେବ ଡ୍ରଗ ଇନସପେକ୍ଟର ସ୍ଥିର କରିବେ। ଏଥିସହିତ କେବଳ ଲାଇସେନ୍ସପ୍ରାପ୍ତ ଦୋକାନରେ ମିଳିବ ଔଷଧ। ଅନ୍ୟପଟେ ରୋଗୀ କିମ୍ବା ସମ୍ପର୍କୀୟଙ୍କ ପରିଚୟପତ୍ର ଓ ଗ୍ରାହକଙ୍କ ବାସସ୍ଥାନ ପ୍ରମାଣପତ୍ର ରଖିବା ଜରୁରୀ। କେବଳ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିକ୍ରି ହେବ ରେମଡେସିଭିର ଇଞ୍ଜେକସନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.