Below header

ଅସଲି ବଜରଙ୍ଗୀ ଭାଇଜାନ, ହଜିଯାଇଥିବା ମୂକ ବାଳକକୁ ପରିବାର ସହିତ ମିଶାଇଲେ ସିଆରପିଏଫ ଜବାନ୍

ନୂଆଦିଲ୍ଲୀ : ଆଗ୍ରାର ଏକ ଆଠ ବର୍ଷିୟ ବାଳକ ଅରସଲାନ୍‌ ପାଇଁ ବଜରଙ୍ଗୀ ଭାଇଜାନ୍‌ ପାଲଟିଲା ସିଆର୍‌ପିଏଫ୍‌ । ଯମୁନା ବ୍ରିଜ୍‌ ରେଳ ଷ୍ଟେସନରେ ହଜିଯାଇଥିବା ଅରସଲାନ୍‌ କଥା କହିପାରୁନଥିବାରୁ ତାର ପରିବାରକୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ଖୋଜିଥିଲେ ସିଆରପିଏଫ୍‌ ଜବାନ୍‌ । ପ୍ରାୟ ୨୦ ଘଣ୍ଟାର ପରିଶ୍ରମ ପରେ ଅରସଲାନ୍‌କୁ ପରିବାର ସହ ମିଳାଇବାରେ ସଫଳ ହୋଇଥିଲା ସିଆରପିଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.