Below header

ଡାଇଗୋନିଷ୍ଟ ସେଣ୍ଟର ହେଲା ଦିଲ୍ଲୀ ବୁରାରି ଅଞ୍ଚଳର ହରର୍‌ ହାଉସ୍‌

ନୂଆଦିଲ୍ଲୀ: ଡାଇଗୋନିଷ୍ଟ ସେଣ୍ଟର ହେଲା ଦିଲ୍ଲୀ ବୁରାରି ଅଞ୍ଚଳର ହରର୍‌ ହାଉସ୍‌ । ପାଥୋଲୋଜିଷ୍ଟ ମୋହନ ସିଂ କାଶ୍ୟପ ଘରକୁ ଭଡା ସୂତ୍ରରେ ନେଇଛନ୍ତି । ତଳ ଫ୍ଲୋରରେ ପାଥୋଲାବ କରି ଉପର ଫ୍ଲୋରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଘରେ ରହିବା ପୂର୍ବରୁ ପୂଜାପାଠ ହୋଇଛି । ୨୦୧୮ ଜୁଲାଇ ୧ ତାରିଖରେ ଏହି ଘରେ ମୃତ୍ୟୁ ଫାଶ ବସାଇ ୧୧ ଜଣଙ୍କୁ ନେଇ ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.