ନଷ୍ଟ କରାଗଲା ପ୍ରାୟ ହଜାରେ କୋଟି ଟଙ୍କାର ହେରୋଇନ, ଦିଲ୍ଲୀରୁ ସୀମାଶୁଳ୍କ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ଏହାକୁ ଜଳାଇ ଦିଆଗଲା

ଦିଲ୍ଲୀ: ଦିଲ୍ଲୀରୁ ସୀମାଶୁଳ୍କ ବିଭାଗ ନଷ୍ଟ କଲା ବିପୁଳ ପରିମାଣର ହେରୋଇନ। ନିଲୋଠି ଠାରେ ୨୦୭ କିଲୋ ହିରୋଇନକୁ ନଷ୍ଟ କରାଯାଇଛି। ସୀମାଶୁଳ୍କ ପ୍ରତିରୋଧ କମିସନରେଟ ପକ୍ଷରୁ ନିର୍ଦ୍ଧାରିତ ସ୍ଥାନରେ ଏହାକୁ ପୋଡି ଦିଆଯାଇଛି । ନଷ୍ଟ ହୋଇଥିବା ହେରୋଇନର ମୂଲ୍ୟ ପ୍ରାୟ ହଜାରେ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.