ସିଙ୍ଗାପୁରରେ ୩୦ ଗ୍ରାମ୍ ହେରୋଇନ୍ ଚୋରା ଚାଲାଣ, ପାଖାପାଖି ୨୦ ବର୍ଷ ପରେ ପ୍ରଥମ ମହିଳାଙ୍କୁ ମିଳିବ ଫାଶୀ
ସିଙ୍ଗାପୁରରେ ଚଳିତ ସପ୍ତାହରେ ୩୦ ଗ୍ରାମ୍ ହେରୋଇନ୍ ଚୋରା ଚାଲାଣର ଦୁଇ ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ଏଥିରେ ଜଣେ ମହିଳା ଦୋଷୀ ଅଛନ୍ତି। ପାଖାପାଖି ୨୦ ବର୍ଷ ପରେ ପ୍ରଥମ ଥର ଜଣେ ମହିଳାଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଯିବ। ତେବେ ସେ ନିଜ ମୃତ୍ୟୁଦଣ୍ଡ ରୋକିବାକୁ ଆବେଦନ କରିଥିବା ସୂଚନା ରହିଛି।…