ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଫାସ୍‌ଟାଗ୍‌ ବ୍ୟବସ୍ଥା, ଦେଶର ସମସ୍ତ ୪୫୦ଟି ଟୋଲ ପ୍ଲାଜାରେ ହେବ ଲାଗୁ

କେନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଫାସ୍‌ଟାଗ୍‌ ବ୍ୟବସ୍ଥା । ଦେଶରେ ଥିବା ସମସ୍ତ ୪୫୦ଟି ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ଲାଗୁ ହେବ । କେନ୍ଦ୍ର ସରକାର ପାଇଲଟ ପ୍ରୋଜେକ୍ଟ ଭାବେ ଗୋଟିଏ ଟୋଲ ଗେଟ୍‌ କୁ ନେଇଥିଲେ । ଏହାପରେ ଡିସେମ୍ବର ୧ରୁ ଏହାକୁ ଲାଗୁ କରାଯିବ । ଏହାଦ୍ୱାରା ଟୋଲଗେଟରେ କମ ସମୟ ଲାଗିବ । କମ ଅର୍ଥ ମଧ୍ୟ ଦେବାକୁ ପଡିବ । ଯେଉଁମାନଙ୍କ ପାଖରେ ଫାସ୍‌ଟାଗ୍‌ ଲାଗିନଥିବା ସେମାନେ ଦୁଇଗଣା ନଗଦ ରାଶି ଦେବାକୁ ପଡିବ । ସମସ୍ତ ବ୍ୟାଙ୍କରେ ଏହି ଫାସ୍‌ଟାଗ୍‌ କାର୍ଡ ଉପଲବ୍ଧ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.