Below header

କୋଲକାତାର ଏକ କ୍ଯାନସର ହସ୍ପିଟାଲରେ ଅଗ୍ନିକାଣ୍ଡ

କୋଲକାତା(କେନ୍ଯୁଜ୍) : କୋଲକାତାରେ ଏକ କ୍ଯାନସର ହସ୍ପିଟାଲରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଅକ୍ଟୋବର ମାସର ଏହି ଅଗ୍ନିକାଣ୍ଡ ଘଟିବାର ୩ୟ ଘଟଣା ଅଟେ । ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଉତ୍ତର କୋଲକାତାର ଚିତ୍ତରଞ୍ଜନ ନ୍ଯାସନାଲ କ୍ଯାନସର ଇଷ୍ଟିଚ୍ଯୁଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ୩ଟି ଗାଡି ଆସିବ ନିଆଁକୁ କାବୁ କରିଥିଲା । ତେବେ କ୍ଷୟକ୍ଷତି ନେଇ କୌଣସି ଖବର ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.