Below header

ବାୟୁସେନା କଲା AN-32 ଭଗ୍ନାବଶେଷର ପ୍ରଥମ ଫଟୋ ଜାରି

ନିଖୋଜର ୯ଦିନ ପରେ ମିଳିଲା ଭାରତୀୟ ବାୟୁସେନା AN-32 ବିମାନର ଭଗ୍ନାବଶେଷ । ଅରୁଣାଚଳ ପ୍ରଦେଶର ଲିପୋରୁ ୧୬ କିଲୋମିଟୋର ଉତ୍ତରରେ ବିମାନର କିଛି ଅଂଶକୁ ଠାବ କରାଯାଇଛି । ବିମାନର ବାକି ଅଂଶକୁ ଠାବ କରିବାକୁ ବାୟୁସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏନେଇ ଘଟଣାର ପ୍ରଥମ ଫଟୋ ଜାରି କରିଛି ବାୟୁସେନା। କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ବିମାନରେ ଥିବା ୮କ୍ରୁ ମେମ୍ବର ଏବଂ ୫ ଯାତ୍ରୀଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.