Below header

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀର ଫାଇଭ ଷ୍ଟାର ହୋଟେଲରେ ଭଡା ଆକାଶ ଛୁଆଁ, ରାତି ପିଛା ଭଡ଼ା ୨୦ ଲକ୍ଷ ଟଙ୍କା

ଜି-୨୦ ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତୁତ ଭାରତ । ଆସନ୍ତା ସେପ୍ଟେମ୍ବର ୯ରୁ ୧୦ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ ।

ଜି-୨୦ ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତୁତ ଭାରତ । ଆସନ୍ତା ସେପ୍ଟେମ୍ବର ୯ରୁ ୧୦ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ । ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ସାମିଲ ହେବେ ବିଶ୍ବର ବହୁ ବିଶିଷ୍ଟ ନେତା । ତେଣୁ ଦିଲ୍ଲୀର ଫାଇଭ ଷ୍ଟାର ହୋଟେଲରେ ଭଡା ଏବେ ଆକାଶ ଛୁଆଁ ।

ଏପରିକି କିଛି ବଡ଼ ହୋଟେଲରେ ରାତି ପିଛା ଭଡ଼ା ୨୦ ଲକ୍ଷ ଟଙ୍କା ହୋଇଛି । ପୂର୍ବ ଭଡ଼ା ତୁଳନାରେ ପ୍ରାୟ ୫୦ରୁ ୬୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସମ୍ମିଳନୀ ପାଇଁ ଦିଲ୍ଲୀରେ ପାଖାପାଖି ୨୪ଟି ଫାଇଭ ଷ୍ଟାର ହୋଟେଲକୁ ସରକାରଙ୍କ ତରଫରୁ ଚିହ୍ନଟ କରାଯାଇଛି । ଏହିସବୁ ହୋଟେଲ ସେତେବେଳେ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.