ପୁଣି ଚର୍ଚ୍ଚାରେ ମୋଦି- ମେଲୋନି, ଜି-୨୦ ଶିଖର ସମ୍ମିଳନୀରେ ହୃଦୟଖୋଲା କଥାବାର୍ତ୍ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା
ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମୋଦି- ମେଲୋନି । ଜୋହାନସବର୍ଗରେ ଜି-୨୦ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ହୃଦୟଖୋଲା କଥାବାର୍ତ୍ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦୁଇ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଦେଖିବା ପରେ ହସିବା ସହ ହାତ…