Below header
Browsing Tag

G20 summit

ଜି-୨୦ ସମ୍ମିଳନୀରେ ରହିବ AI ଆଙ୍କର! ବିରାଟ ଢାଞ୍ଚାରେ ହେବ ଟେକ୍ନୋଲୋଜିର ବ୍ୟବହାର

ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖରେ ଆୟୋଜନ ହେବ ଜି-୨୦ ସମ୍ମିଳନୀ। ସୂତ୍ରରୁ ପ୍ରକାଶ ଯେ ଏହି ସମ୍ମିଳନୀରେ ବିରାଟ ଢାଞ୍ଚାରେ ଟେକ୍ନୋଲୋଜି ଉପରେ କାର୍ଯ୍ୟ ହେବ। ଏଠାକୁ ଆସୁଥିବା ବିଭିନ୍ନ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ଜଣେ ଆଙ୍କର ଉପସ୍ଥିତ ରହିବେ। ତେବେ ଏହି ଆଙ୍କର କୌଣସି…

ଜି-୨୦ ସମ୍ମିଳନୀରେ ଭାଗ ନେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ଦୁଇ ଭାରତୀୟ ଅଧିକାରୀଙ୍କ ସୂଚନା

ଭାରତ ଆସିବେ ନାହିଁ ସି ଜିନ୍‌ପିଙ୍ଗ୍‌। ସେପ୍ଟେମ୍ବର ୯ ଏବଂ ୧୦ ତାରିଖରେ ଦେଶରେ ଆୟୋଜନ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀରେ ଚୀନର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯୋଗ ଦେବେନାହିଁ। ଚୀନରେ ଜଣେ ଭାରତୀୟ କୂଟନୀତିଜ୍ଞ ଏବଂ ଜି୨୦ର ଜଣେ ଭାରତୀୟ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡ଼ିଛି।…

ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଲେ ଓ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏପରି କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀ ପାଲାମ ବିମାନ ବନ୍ଦରରୁ ଉଦବୋଧନ ଦେଇ ଦିଲ୍ଳୀବାସୀଙ୍କୁ କ୍ଷମା ମାଗିବା ସହ ଜି-୨୦ ସମ୍ମିଳନୀ ପାଇଁ ତାଙ୍କର ସହଯୋଗ ଲୋଡିଛନ୍ତି । ମୋଦି କହିଥିଲେ‘ ମୁଁ ଦିଲ୍ଲୀବାସୀଙ୍କୁ ଆଗତୁରା କ୍ଷମା ମାଗିନେଉଛି । କାରଣ ଆଗାମୀ ୯ ଓ ୧୦…

ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀର ଫାଇଭ ଷ୍ଟାର ହୋଟେଲରେ ଭଡା ଆକାଶ ଛୁଆଁ, ରାତି ପିଛା ଭଡ଼ା ୨୦ ଲକ୍ଷ ଟଙ୍କା

ଜି-୨୦ ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତୁତ ଭାରତ । ଆସନ୍ତା ସେପ୍ଟେମ୍ବର ୯ରୁ ୧୦ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ । ଏହି ବିଶ୍ବସ୍ତରୀୟ ସମ୍ମିଳନୀରେ ସାମିଲ ହେବେ ବିଶ୍ବର ବହୁ ବିଶିଷ୍ଟ ନେତା । ତେଣୁ ଦିଲ୍ଲୀର ଫାଇଭ ଷ୍ଟାର ହୋଟେଲରେ ଭଡା ଏବେ ଆକାଶ ଛୁଆଁ । ଏପରିକି କିଛି ବଡ଼…

ଜି-୨୦ର ପ୍ରସ୍ତୁତି ଜୋର୍‌ଦାର, ବିଦେଶୀ ଅତିଥିଙ୍କ ପାଇଁ କିଣାଗଲା ୩ କୋଟିର ମର୍ସିଡିଜ୍‌; ଏ ସବୁ ରାଜ୍ୟରୁ ଆସିବ ୧୫୦ଟି…

ଆସନ୍ତା ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏଥିପାଇଁ କୋଟି କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଗାଡ଼ି କିଣାଯାଉଛି। ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟ ୧୫୦ଟି ବିଳାସପୂର୍ଣ୍ଣ କାର୍‌ ଡିମାଣ୍ଡ କରିଛି। କିନ୍ତୁ ବିଦେଶୀ ଅତିଥିମାନଙ୍କ ପାଇଁ ଦିଲ୍ଲୀରେ…

ଆସନ୍ତାକାଲି ଠାରୁ ଶ୍ରୀନଗରରେ ଜି ୨୦ ସମ୍ମିଳନୀ, ସୁରକ୍ଷା କଡାକଡି

ଜମ୍ମୁ କାଶ୍ମୀରରେ ସୁରକ୍ଷାର ଅଭେଦ୍ୟ ଦୁର୍ଗ। ଆସନ୍ତାକାଲି ଠାରୁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି ଜି ୨୦ ସମ୍ମିଳନୀ। ମେ ୨୪ ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ସେନାର ଲେନ୍‌ସରେ ଶ୍ରୀନଗର। ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯେ କୌଣସି ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିବା…

ଆଜି ଉଦ୍‌ଘାଟିତ ହେବ ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ, ଭୁବନେଶ୍ୱର ଆଇଏମଏମଟି ପରିସରରେ ହେବ…

କେନ୍ୟୁଜ(ବ୍ୟୁରୋ): ଆଜି ଭୁବନେଶ୍ୱରରେ ଉଦ୍‌ଘାଟିତ ହେବ ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଏମଏମଟି ପରିସରରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ପରେ ଭବିଷ୍ୟତର କାର୍ଯ୍ୟଶୈଳୀ ପାଇଁ ଅନୁଷ୍ଠିତ ଏକ…

ଇଣ୍ଡୋନେସିଆରୁ ମସ୍କୋ ଉପରେ ଚାପ, ଯୁଦ୍ଧକୁ ଅଧିକାଂଶ G20 ନେତାଙ୍କ ନିନ୍ଦା

ନୂଆଦିଲ୍ଲୀ : ଇଣ୍ଡୋନେସିଆରୁ ମସ୍କୋ ଉପରେ ପକାଇଲେ ଚାପ। ଯୁଦ୍ଧକୁ ଅଧିକାଂଶ G 20 ନେତାଙ୍କ ନିନ୍ଦା । ଘୋଷଣାନାମା ପାଇଁ ପ୍ରସ୍ତୁତ ହୋଇଛି ଚିଠା । ମାନବ ସଭ୍ୟତା ପାଇଁ ୟୁକ୍ରେନ୍ ଯୁଦ୍ଧ ଯନ୍ତ୍ରଣାଦାୟକ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତିକ ଅର୍ଥନୀତିକୁ ଯୁଦ୍ଧ ଦୁର୍ବଳ କରି…

ଆସନ୍ତାକାଲିଠୁ ଇଣ୍ଡୋନେସିଆ ବାଲିରେ ୧୭ତମ G20 ଶିଖର ସମ୍ମିଳନୀ, ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍: ଆସନ୍ତାକାଲିଠୁ ଇଣ୍ଡୋନେସିଆ ବାଲିରେ ୧୭ତମ G20 ଶିଖର ସମ୍ମିଳନୀ । ଦୁଇ ଦିନ ଧରି ଚାଲିବ । ଏଥିରେ ଯୋଗ ଦେବାକୁ ଆଜି ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ,…

ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କହିଲେ ଟାର୍ଗେଟ୍‌ ଠାରୁ ଅଧିକ କରିଛି ଭାରତ

କେନ୍ଯୁଜ୍: ଜି-୨୦ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ ସମ୍ମିଳନୀରେ ପ୍ୟାରିସ୍ ଜଳବାୟୁ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ କେବଳ ଟାର୍ଗେଟ୍‌ ପୂରଣ କରିନି । ଏହାଠାରୁ ଅଧିକ କିଛି କରିଛି । ଏବେ ନାଗରିକଙ୍କ ଜୀବନ ଓ ଅର୍ଥନୀତିକୁ ରକ୍ଷା…

ଜି-20 ଭର୍‌ଚୁଆଲ ସମ୍ମିଟ୍‌ରେ ଭାଇରସ ଆଲୋଚନା: ଆର୍ଥିକ ଟାର୍ଗେଟ୍‌ ନୁହେଁ, ମାନବ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯାଉ…

ଜି-20 ଭର୍‌ଚୁଆଲ ସମ୍ମିଟ୍‌ରେ ଭାଇରସ ଆଲୋଚନା। ଏଥିରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଶ୍ୱ ମହାମାରୀର ମୁକାବିଲା ପାଇଁ ଏକ ସମନ୍ଵିତ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛନ୍ତି। ଆର୍ଥିକ ଟାର୍ଗେଟ୍‌ ନୁହେଁ, ମାନବ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯାଉ ବୋଲି କହିଥିଲେ ମୋଦି। ସେହିଭଳି…

କରୋନା ଭାଇରସ ମୁକାବିଲା ପାଇଁ ଆଜି ବସୁଛି ଜି-୨୦ ସମ୍ମିଳନୀ, ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: କରୋନା ଭାଇରସ ମୁକାବିଲା ପାଇଁ ଆଜି ବସୁଛି ଜି-୨୦ ସମ୍ମିଳନୀ । ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଯୋଗଦେବେ। କୋରାନ ଭାଇରସ ମହାମାରିର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କରୋନା…