Below header

କରୋନା ଭାଇରସ ମୁକାବିଲା ପାଇଁ ଆଜି ବସୁଛି ଜି-୨୦ ସମ୍ମିଳନୀ, ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନା ଭାଇରସ ମୁକାବିଲା ପାଇଁ ଆଜି ବସୁଛି ଜି-୨୦ ସମ୍ମିଳନୀ । ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଯୋଗଦେବେ। କୋରାନ ଭାଇରସ ମହାମାରିର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କରୋନା ମୁକାବିଲା ପାଇଁ ଜି-୨୦ ରାଷ୍ଟ୍ର ସମୁହ କୌଣସି ପ୍ୟାକେଜ ଘୋଷଣା କରିବା ସମ୍ଭାବନା ରହିଛି। ରିଆଦରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ସାଉଦି ଆରବ କ୍ରାଉନ୍‌ ପ୍ରିନ୍‌ସ ଅଧ୍ୟକ୍ଷତା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.