Below header

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ନିଧନ

ବେଙ୍ଗାଲୁରୁର ଏକ ହସ୍ପିଟାଲରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ୭୯ ବର୍ଷରେ ଦେହାନ୍ତ ।

କେରଳ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ନିଧନ। ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୭୯ ବର୍ଷରେ ଦେହାନ୍ତ । କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ବେଙ୍ଗାଲୁରୁରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ପୁଅ ଫେସବୁକରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ସୁଧାରକରନ ମଧ୍ୟ ଟ୍ଵିଟ କରି ଶୋକବ୍ୟକ୍ତ କରିଛନ୍ତି । କେରଳର ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର କାର୍ଯ୍ୟଭାଳ ସମ୍ଭାଳିଛନ୍ତି ଓମେନ ଚାଣ୍ଡି। ୨୭ ବର୍ଷ ବୟସରେ ସେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.