Below header

ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଗୁଜରାଟ ଆଦି ରାଜ୍ୟରେ ବର୍ଷା ବିତ୍ପାତ ଆରମ୍ଭ, ବିଭିନ୍ନ ସ୍ଥାନରେ ପୋଜିସନ ନେଲେଣି ଏନଡିଆରଏଫ ଟିମ୍‌

ଚଳିତ ବର୍ଷ ବିଳମ୍ବରେ ଆସିଥିବା ମୌସୁମୀ ଦେଶର ବିଭିନ୍ନ ପ୍ରାନ୍ତରେ ସକ୍ରିୟ ହୋବରେ ଲାଗିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ବର୍ଷା ବିତ୍ପାତ ଆରମ୍ଭ ହୋଇ ଯାଇଛି । ବନ୍ୟା ହେଉ କି ବାତ୍ୟା, ଲୋକଙ୍କ ଧନ ଜୀବନ ରକ୍ଷା ଦିଗରେ ଏନଡିଆରଏଫ୍‌ର ପ୍ରମୁଖ ଭୂମିକା ରହିଛି ।

floodଚଳିତ ବର୍ଷ ମଧ୍ୟ ମୌସୁମୀ ଆରମ୍ଭରେ ଏନଡିଆରଏଫ୍‌ ତାର ପ୍ରସ୍ତୁତି ସହ କାର୍ଯ୍ୟ ଆରମ୍ଭ କରି ଦେଇଛି । କିଛି ରାଜ୍ୟରେ ଏନଡିଆରଏଫ ପୋଜିସନ୍‌ ନେଇ ସାରିଥିବା ବେଳେ ଅନ୍ୟ ରାଜ୍ୟରେ ମଧ୍ୟ କରାଯିବ । ଏନଡିଆରଏଫ୍‌ର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି ଏନଡିଆରଏଫ୍‌ ଡିଜି ଏସ.ଏନ୍‌ ପ୍ରଧାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.