ଗଜପତି ଏସ୍‌ପିଙ୍କ ପରେ ଏବେ ଚର୍ଚ୍ଚାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ସବୁଜ ବନାନୀ ପାଇଁ ନିଜେ ଗୀତ ଲେଖି କରୁଛନ୍ତି ସଚେତନ

ଗଜପତି(କେନ୍ୟୁଜ୍): ଗଜପତି ଏସ୍‌ପି ସାରା ଶର୍ମାଙ୍କ ପରେ ଚର୍ଚ୍ଚାରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ବାତ୍ୟା ଫନି ପରେ ଧରାଶାୟୀ ହୋଇଛି ଲକ୍ଷାଧିକ ଗଛ । ପୁଣିଥରେ ସବୁଜିମା ସୃଷ୍ଟି କରିବାକୁ ସଚେତନତା ସୃଷ୍ଟି କରିବାକୁ ବିିଭିନ୍ନ ମହଲରେ ଚାଲିଛି ପ୍ରୟାସ । ଆଉ ଏହି ଅଭିଯାନରେ ନିଜକୁ ନିଆରା ଶୈଳୀରେ ସାମିଲ କରିଛନ୍ତି ରଞ୍ଜନ କୁମାର ଦାସ ।

humansagar ସବୁଜ ବନାନୀ ପାଇଁ ନିଜେ ଗୀତ ଲେଖି ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଚଳାଇଛନ୍ତି । ସେହି ଗୀତର ରେକଡିଂ କଟକ ମିଲନ ଷ୍ଟୁୁଡିଓରେ ହୋଇଛି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦିନେଶ ମଲ୍ଲିକ । କଣ୍ଠଦାନ କରିଛନ୍ତି ଓଲିଉଡ ସିଙ୍ଗର ହ୍ୟୁମାନ ସାଗର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.