Below header

ଘରର ଅଳିଆ ପକାଇବାକୁ ଭୁଲିଗଲେ ସ୍ୱାମୀ, ୧୪ ଘଣ୍ଟା ଡ୍ୟୁଟି ସାରି ଫେରିଲା ବେଳକୁ ସ୍ତ୍ରୀଙ୍କ ଠାରୁ ମିଳିଲା ଲାତ-ଚାପୁଡା, ଭିଡ଼ିଓ ଭାଇରାଲ

ସୋସିଆଲ ମିଡିଆରେ ବହୁବାର ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ । ଏମିତି କିଛି ଭିଡିଓ ବି ଦେଖିବାକୁ ମିଳିଥାଏ ଯେଉଁଠି ପତି-ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାର । ହେଲେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭିଡିଓରେ ଦେଖାଯାଇଛି, ଜଣେ ମହିଳା ତାଙ୍କୁ ପତିକୁ ପିଟୁଥିବାର ।

ଅଫିସରୁ ଘରକୁ ଫେରିଥିବା ପତିକୁ ପତ୍ନୀ ଜଣକ ଲାତ, ଗୋଇଠା,ଚାପୁଡା ବର୍ଷି ଦେଇ ଯାଉଛନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି, ପତି ଯେପରି ଘରେ ଆସି ଟେବୁଲ ଉପରେ ହେଲମେଟ୍‌ ଥୋଇଛନ୍ତି । ପତ୍ନୀ ଦୌଡି ଆସି ପତିକୁ ବିଧା,ଗୋଇଠା, ଚାପୁଡା ବର୍ଷି ଦେଉଛନ୍ତି । ଏହି ଭିଡିଓ ଦେଖି ଲୋକେ ଭାବୁଥିବେ ପତି ଏମିତି କ’ଣ କଲେ ଯେ ପତ୍ନୀ ଏପରି ମାରୁଛନ୍ତି ।

ଅସଲ କଥା ହେଲା ପତି ସକାଳୁ ଅଫିସ ବାହାରି ଯାଇଥିଲେ । ଘରର ଅଳିଆ ପକାଇବାକୁ ଭୁଲିଯାଇଥିଲେ । ଅଫିସରୁ ୧୪ ଘଣ୍ଟା ଡ୍ୟୁଟି ସାରି ଫେରିବା ବେଳକୁ ପତ୍ନୀ ରାଗରେ ନିଆଁ ବାଣ । ସେଠୁ ଆରମ୍ଭ ହୋଇଗଲା ମାଡ । ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.