Below header

ଦୁଇ ସିଙ୍ଗାପୁର ସାଟେଲାଇଟ ସହ ଅନ୍ତରୀକ୍ଷକୁ ସଫଳତାର ସହ ଉତ୍‌କ୍ଷେପଣ ହେଲା ପିଏସଏଲଭି- ସି୫୫।

ଦୁଇ ସିଙ୍ଗାପୁର ସାଟେଲାଇଟ ସହ ଅନ୍ତରୀକ୍ଷକୁ ସଫଳତାର ସହ ଉତ୍‌କ୍ଷେପଣ ହେଲା ପିଏସଏଲଭି- ସି୫୫। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ ଗବେଷଣା କେନ୍ଦ୍ରରୁ ପିଏସଏଲଭି-ସି୫୫ର ଉତ୍‌କ୍ଷେପଣ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ। ସିଙ୍ଗାପୁରର ଉପଗ୍ରହକୁ ଭାରତୀୟ ମହାକାଶ ସଂଗଠନ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡର ବାଣିଜ୍ୟିକ ଶାଖା ସହ ଅନୁବନ୍ଧ ନେଇ ଏହାର ଉତ୍‌କ୍ଷେପଣ କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ): ଦୁଇ ସିଙ୍ଗାପୁର ସାଟେଲାଇଟ ସହ ଅନ୍ତରୀକ୍ଷକୁ ସଫଳତାର ସହ ଉତ୍‌କ୍ଷେପଣ ହେଲା ପିଏସଏଲଭି- ସି୫୫। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ ଗବେଷଣା କେନ୍ଦ୍ରରୁ ପିଏସଏଲଭି-ସି୫୫ର ଉତ୍‌କ୍ଷେପଣ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ। ସିଙ୍ଗାପୁରର ଉପଗ୍ରହକୁ ଭାରତୀୟ ମହାକାଶ ସଂଗଠନ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡର ବାଣିଜ୍ୟିକ ଶାଖା ସହ ଅନୁବନ୍ଧ ନେଇ ଏହାର ଉତ୍‌କ୍ଷେପଣ କରାଯାଇଛି।

ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ୍‌- ପିଏସଏଲଭିକୁ ଅପରାହ୍ନ ୨ଟା ୧୯ ମିନିଟରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ପିଏସଏଲଭି- ସି୫୫ ପ୍ରାଥମିକ ମିସନ ଭାବେ ଦୁଇଟି ବୃହତ ଉପଗ୍ରହ ଟିଏଲଇଓଏସ- ୨, ଗୋଟିଏ ସିନ୍ଥେଟିକ୍‌ ଆପାର୍ଚର ରାଡାର ଉପଗ୍ରହ, ଲ୍ୟୁମଲାଇଟ-୪ ଓ ଗୋଟିଏ ନାନୋ ଉପଗ୍ରହକୁ ନେଇ ମହାକାଶକୁ ଯାଇଛି। ସିଙ୍ଗାପୁରର ଦୁଇଟି ଉପଗ୍ରହ ଟେଲିଓସ-୨ ଓ ସହ ଉପଗ୍ରହ ଭାବେ ଲ୍ୟୁମଲାଇଟ-୪ ରହିଛି। ଏଗୁଡ଼ିକର ଓଜନ ଯଥାକ୍ରମେ ୭୪୧ କିଲୋଗ୍ରାମ ଓ ୧୬ କିଲୋଗ୍ରାମ ରହିଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.