ମନ୍ତ୍ରୀଙ୍କ ଘରେ ଆୟକର ଚଢ଼ାଉ

ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ଆପ୍ ନେତା ଅରବିନ୍ଦ କେଜରିୱାଲଙ୍କ ସରକାରର ପରିବହନ ମନ୍ତ୍ରୀ କୖଳାଶ ଗେହଲଟଙ୍କ ଘର ସମେତ ୧୮ଟି ସ୍ଥାନରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ତେବେ ଏଥିରେ ଆପ୍ ଦଳ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି । କେନ୍ଦ୍ର ସରକାର ତାଙ୍କ ଦଳ ଉପରେ ଥିବା ରାଗ ଶୁଝାଉଛନ୍ତି ଏବଂ ଏହାର ଜବାବ ୨୦୧୯ ନିର୍ବାଚନରେ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.