ଶ୍ରୀନଗରରେ ପୁଣି ଉଡିଲା ପାକିସ୍ତାନୀ ପତାକା, ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କଲେ ବିଶୃଙ୍ଖଳାକାରୀ

ଜମ୍ମୁ କାଶ୍ମୀର : ସାରା ଦେଶରେ ଇଦ୍‌ ପାଳିତ ହେଉଥିବା ବେଳେ ଜମ୍ମୁ କାଶ୍ମୀରରେ ଦେଖିବାକୁ ମିଳିଛି ହିଂସା । ଶ୍ରୀନଗର ସ୍ଥିତ ଜମିଆ ମସ୍‌ଜିଦ୍‌ରେ ସୁରକ୍ଷା କର୍ମୀଙ୍କ ଉପରକୁ ଢେଲା ପଥର ମାଡ଼ କରିଛନ୍ତି ବିଶୃଙ୍ଖଳାକାରୀ । ଏଥିସହ ଆତଙ୍କବାଦୀ ଜାକିର ମୁସା ଏବଂ ୟୁଏନ୍‌ ସ୍ୱୀକୃତ ମାସୁଦ ଆଝରର ଫଟୋ ଥିବା ବ୍ୟାନର ପ୍ରଦର୍ଶନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.