Below header

ଗଛରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ

ଆଗ୍ରା (କେନ୍ୟୁଜ୍) : ଡୌକି ଥାନା କ୍ଷେତ୍ରରେ ଆଜି ସକାଳୁ ପ୍ରେମୀ ଯୁଗଳଙ୍କ ଶବ ମିଳିଛି। ଦୁହିଁଙ୍କ ଶବ ଗାଁର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଚିଁ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ସୂଚନା ଅନୂଯାୟୀ ଦୁହେଁ ଗୋଟିଏ ଗାଁରେ ରହୁଥିଲେ। ଦୁହେଁ ୩ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ। ଘର ଲୋକଙ୍କୁ ତାଙ୍କ ସମ୍ପର୍କ ବିଷୟରେ ଜଣାପଡିଯାଇଥିଲା। ଝିଅର ଭାଇ ଦୁହିଁଙ୍କୁ ପିଟିଥିଲେ। ଏହାପରେ ପ୍ରେମୀ ଯୁଗଳ ଗୋପନରେ ମିଶୁଥିଲେ। କୁହାଯାଉଛି ଯେ ଦୁହେଁ ଗୋଟିଏ ଦିନ ପୂର୍ବରୁ ଗାୟବ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.