Browsing Tag

LOVERS DEADBODY

ଗଛରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ

ଆଗ୍ରା (କେନ୍ୟୁଜ୍) : ଡୌକି ଥାନା କ୍ଷେତ୍ରରେ ଆଜି ସକାଳୁ ପ୍ରେମୀ ଯୁଗଳଙ୍କ ଶବ ମିଳିଛି। ଦୁହିଁଙ୍କ ଶବ ଗାଁର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଚିଁ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ସୂଚନା ଅନୂଯାୟୀ ଦୁହେଁ ଗୋଟିଏ ଗାଁରେ ରହୁଥିଲେ। ଦୁହେଁ ୩ ବର୍ଷ…

ମରିଗଲେ ପ୍ରେମିକ ପ୍ରେମିକା

ଭଦ୍ରକ (କେନ୍ୟୁଜ୍) : ଭଦ୍ରକ ଦୋଳସାହି ବଜାର ନିକଟ ଏକ ସ୍କୁଲ ପଛପଟୁ ଉଦ୍ଧାର ହୋଇଛି ଦୁଇଟି ମୃତଦେହ । ଏମାନେ ପ୍ରେମିକ ପ୍ରେମିକା । ଜଣକ ଉପରେ ଆଉଜଣକର ମୃତଦେହ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପ୍ରେମିକ ଜଣଙ୍କ ପାଳିଆବିନ୍ଧା ସ୍ଥିତ ବିଏନ୍‌ଏମ୍‌ଏ କଲେଜର ଛାତ୍ର ହୋଇଥିବା ବେଳେ…