Below header

ଆମେରିକାର ଆଲାକ୍ସାରେ ଭୂମିକଂପ

ୱାଶିଂଟନ୍ : ଆମେରିକାର ଆଲାକ୍ସାରେ ଭୂମିକଂପ ।  ହଠାତ ଥରି ଉଠିଥିଲା ସମଗ୍ର ଅଞ୍ଚଳ । ଘରର ଜିନିଷପତ୍ର ଏଣେତେଣେ ବିଛାଡ଼ି ପଡ଼ିଥିଲା । ଘରର ଛାତ ଖସିପଡ଼ିଥିଲା । ରାସ୍ତାରେ ଗାଡ଼ିରେ ଯାଉଥିବା ଲୋକେ ଭୟଭୀତ ହୋଇପଡ଼ିଥିଲେ । ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ । ରିକ୍ଟର ସ୍କେଲରେ ଭୂକଂପର ତୀବ୍ରତା ୭.୦ ରେକର୍ଡ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.