Below header

୨୪ ଘଣ୍ଟା ପାଇଁ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ବ୍ୟାନ୍‌, ବ୍ୟାନ୍‌ କଲେ ନିର୍ବାଚନ କମିଶନର

କୋଲ୍‌କାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ଆଚରଣ ବିଧି ଉଂଲଘନ ଅଭିଯୋଗରେ ୨୪ ଘଣ୍ଟା ପାଇଁ ପ୍ରଚାର ବ୍ୟାନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନର ।

ମମତା ନିର୍ବାଚନ ର‍୍ୟାଲିରେ ନିର୍ବାଚନ ଆଚରଣ ବିଧି ଉଂଲଘନ କରି ମୁସଲମାନ ଭୋଟ ସମ୍ପର୍କରେ କିଛି ଟିପ୍ପଣୀ ଦେଇଥିଲେ । ଏହା ସହ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ଆକ୍ରମଣ କରିବା ପାଇଁ ଲୋକଙ୍କୁ ଉସୁକାଇ ଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ତାଙ୍କୁ ୨୪ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାରରୁ ନିର୍ବାଚନ କମିଶନ ବ୍ୟାନ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.