ବରଯାତ୍ରୀରେ ଯୁବକ ଏମିତି ନାଗିନ ଡ୍ୟାନ୍ସ କଲେ ଯେ, ଯାହାକୁ ଦେଖିଲେ ଆପଣ ହସି ହସି ହୋଇଯିବେ ବେଦମ

ପ୍ରତ୍ୟେକ ଦିନ ଟିକଟକରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି। ଯାହା ଲୋକମାନଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଏହି ଭିଡିଓକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରନ୍ତି ଯେ ତାହା ଟ୍ରେଣ୍ଡିଂରେ ରହିଯାଏ। ସୋସିଆଲ ମିଡିଆରେ ଏବେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ। ଭିଡିଓରେ ଜଣେ ଯୁବକ ବରଯାତ୍ରୀରେ ଖାସ୍‌ ଧରଣର ନାଜିନ ଡ୍ୟାନ୍ସ କରିଛନ୍ତି। ଯାହାକୁ ଦେଖି ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି।

ବରଯାତ୍ରୀରେ ଯୁବକ ଜଣଙ୍କ ବର ବସିଥିବା ଘୋଡା ଉପରକୁ ଚଢ଼ିଜଲା। ଏହାପରେ ବର ପାଟିରେ ଟଙ୍କା ଭର୍ତ୍ତି କରି ନାଗିନ ଡ୍ୟାନ୍ସ କଲା। କେବଳ ଏତିକି ନୁହେଁ ଯୁବକ ଜଣଙ୍କ ବର ପାଟିରୁ ଟଙ୍କାକୁ ନେଇ ଲୋକଙ୍କୁ ବି ଦେଲା। ଯୁବକର ଡ୍ୟାନ୍ସ ଦେଖି ଅନ୍ୟ ବରଯାତ୍ରୀମାନେ ମଧ୍ୟ ନାଚରେ ମସଗୁଲ ଥିଲେ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବୋଧ ହୁଏ ଏମିତିକା ନାଗିନ ଡ୍ୟାନ୍ସ ଲୋକେ ପୂର୍ବରୁ କେବେ ଦେଖିନଥିବେ। ଆପଣ ବି ଦେଖନ୍ତୁ ଭିଡିଓ।

@kirtirajput218♬ original sound – Kirti Rajput

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.