Below header

ସାଇ ସମାଧି ଶତବାର୍ଷିକୀ ଉତ୍ସବ ପାଇଁ ଶିରିଡ଼ିରେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ଶିରିଡ଼ିରେ ସାଇ ସମାଧି ଶତବାର୍ଷିକୀ ଉତ୍ସବ । ଏହି ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଇ ବାବାଙ୍କ ଦରବାରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସାଇ ସମାଧିକୁ ୧୦୦ ବର୍ଷ ପୂରଣ ହୋଇଛି । ଏଥିପାଇଁ ଶିରିଡ଼ିରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମୋଦି ଏଠାରେ ପହଞ୍ଚିବା ପରେ ସାଇବାବାଙ୍କ ପୂଜା କରିଥିଲେ । ଏହି ଅବସରରେ ମୋଦିଙ୍କ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଓ ରାଜ୍ୟପାଳ ବିଦ୍ୟାସାଗର ରାଓ ଉପସ୍ଥିତ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.