“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ’ବସ୍’, ମୋଦିମୟ ସିଡନୀ
ମୋଦିମୟ ସିଡନୀ । ବିଦେଶ ମାଟିରେ ମୋଦିଙ୍କୁ ସ୍ୱଦେଶୀ ସ୍ୱାଗତ । ପ୍ରାୟ ୨୦ ହଜାର ଭାରତୀୟଙ୍କୁ ନେଇ ସିଡନୀର ଅଲିମ୍ପିକ ପାର୍କ, ହୋଇଉଠିଥିଲା ଉତ୍ସବମୁଖର । ପୂରା ପରିବେଶ ମୋଦି ମୋଦି ସ୍ଲୋଗାନରେ କମ୍ପି ଉଠିଥିଲା। ଭାରତୀୟ ଲୋକନୃତ୍ୟ ଗୀତରେ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା ।

ଏହି ଅବସରରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଦ୍ଧିତ କରି ମୋଦି କହିଛନ୍ତି ଭାରତ ଦୁନିଆର ସବୁଠାରୁ ବଡ଼ ଯୁବ ଟ୍ୟାଲେଣ୍ଟ ଫ୍ୟାକ୍ଟ୍ରି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିବାକୁ ପଛାଇ ନଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେସ । କହିଥିଲେ “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ’ବସ୍’ । ତାଙ୍କର ସ୍ୱାଗତ କରିବା ହେଉଛି ମୋ ପାଇଁ ସୌଭାଗ୍ୟ ।