ଅଜିତ ଡୋଭାଲଙ୍କ ନେତୃତ୍ୱରେ ଭାରତକୁ ମିଳିଲା ବଡ଼ ସଫଳତା, ମ୍ୟାମାଁର ପ୍ରତ୍ୟର୍ପଣ କଲା ୨୨ ଉଗ୍ରବାଦୀ

ନୂଆଦିଲ୍ଲୀ : ଦେଶର ସୂରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଭାରତକୁ ଆଉ ଏକ କୁଟନୈତିକ ସଫଳତା ମିଳିଛି । ମ୍ୟାମାଁର ସରକାର ଭାରତକୁ ୨୨ ଉଗ୍ରବାଦୀ ହସ୍ତାନ୍ତର କରିଛନ୍ତି । ଏହି ଅଭିଯୁକ୍ତମାନେ ପୂର୍ବୋତ୍ତର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ଘଟଣାରେ ଜଡ଼ିତ ।Myanmar tweet

ଏହି ଉଗ୍ରବାଦୀ ଏନ୍‌ଡିଏଫ୍‌ବି(ଏସ୍‌), ୟୁଏନ୍‌ଏଲ୍‌ଏଫ୍‌, କେଓ୍ଵାଇକେଏଲ୍‌,ପିଏଲ୍‌ଏ ଓ କେଏଲ୍‌ଓ ଗ୍ରୁପ୍‌ ସହ ଜଡ଼ିତ ଥାଇ ପୂର୍ବ ରାଜ୍ୟଗୁଡ଼ିକରେ ହିଂସା ଘଟାଉଥିଲେ । ଏହି ଅପରେସନ୍‌ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.