ଓଡିଶା ପୋଲିସ ASI ଆଡମିଟ୍‌ କାର୍ଡ ଜାରି, ଏଠାରେ ସିଧାସଳଖ ଭାବେ କରନ୍ତୁ ଡାଉନଲୋଡ

ଓଡିଶା ପୋଲିସ ପକ୍ଷରୁ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଆଡମିଟ୍‌ କାର୍ଡ ଜାରି ହୋଇଛି। ଯେଉଁ ପ୍ରାର୍ଥୀ ଆବେଦନ କରିଛନ୍ତି, ସେମାନେ ଅଫିସିଆଲ ୱେବସାଇଟ୍‌ odishapolice.gov.in କୁ ଯାଇ ଡାଉନଲୋଡ କରିପାରିବେ।

ଓଡିଶା ପୋଲିସ ଏଏସଆଇ ୨୦୨୧ ଲିଖିତ ପରୀକ୍ଷା ପାଇଁ ୧୫ରୁ ୧୭ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ କେନ୍ଦ୍ରରେ କମ୍ପ୍ୟୁଟର ପରୀକ୍ଷା ଆୟୋଜିତ ହେବ। ତେବେ କେମିତି କରିବେ ଡାଉନଲୋଡ…

– ପ୍ରଥମେ ଅଫିସିଆଲ ୱେବସାଇଟ୍‌ odishapolice.gov.in କୁ ଯାଆନ୍ତୁ।

– ‘Download Admit card for ASI’ ଲିଙ୍କରେ କ୍ଲିକ କରନ୍ତୁ।

– ମଗାଯାଇଥିବା ବିବରଣୀ ପୂରଣ କରନ୍ତୁ।

– ତା’ ପରେ ଆଡମିଟ୍‌ କାର୍ଡ ସାମ୍ନାରେ ଆସିବ। ଏହାକୁ ଆପଣ ଡାଉନଲୋଡ କରିପାରିବେ।

– ଡାଉନଲୋଡ କରି ଏହାର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ।

 

https://odipolasi.onlineapplicationform.org/ODPASI/LoginAction_input.action

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.