Below header

କେବଳ ଭାରତ ନୁହଁ ପାକିସ୍ତାନରେ ମଧ୍ୟ ପାଳନ ହେଉଛି ଧୁମ୍‌ଧାମ୍‌ରେ ହୋଲି

ରଙ୍ଗର ପର୍ବ ହୋଲିରେ ରଙ୍ଗେଇ ହୋଇଛି ସାରା ଦେଶ। ତେବେ ଏହି ରଙ୍ଗ ଖାଲି ଯେ ଭାରତରେ ଖୁସି ବାଣ୍ଟିଛି ତାହା ନୁହଁ ବରଂ ଏହାର ଖୁସି ଆମ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି। ପବିତ୍ର ହୋଲିର ଅବସରରେ ପାକିସ୍ତାନରେ ଥିବା ହିନ୍ଦୁମାନେ ଖୁବ ଧୁମ୍‌ଧାମ୍‌ରେ ଏହାକୁ ପାଳନ କରିଛନ୍ତି। ସେଠାରେ ନାଚ ଗୀତ କରିବା ସହ ପରସ୍ପରକୁ ରଙ୍ଗ ଲଗାଇବାର ଦେଖାଯାଇଛି।

ଲାହୋରରୁ ଆସିଥିବା ଏହି ଫଟୋ ଗୁଡିକୁ ଦେଖି ତାହା କହିବା କଷ୍ଟକର କି ଏହା ପାକିସ୍ତାନର ଏକ ସହର। କାରଣ ଏଠାରେ ଛୁଆଙ୍କ ଠୁ ଆରମ୍ଭ କରି ବଡ ପର‌୍ୟ୍ୟନ୍ତ ସମସ୍ତେ ରଙ୍ଗରେ ରଙ୍ଗୀନ ନଜର ଆସିଥିଲେ।

ଦେଖନ୍ତୁ ଫଟୋ

holi (1) pak 2

holi-festival

holi (1) pak

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.