ମୟୁର ଦେଖିବାକୁ ବହୁତ ସୁନ୍ଦର ! କିନ୍ତୁ କଣ ଆପଣ କେବେ ମୟୁରକୁ ଉଡୁଥିବାର ଦେଖିଛନ୍ତି, ତାହେଲେ ଦେଖନ୍ତୁ

କଣ ଆପଣ କେବେ ମୟୁରକୁ ଉଡିବା ବେଳେ ଦେଖିଛନ୍ତି। ଯଦି ଆପଣ ଏହି ଖାସ ଦୃଶ୍ୟକୁ ଦେଖିନାହାନ୍ତି ତେବେ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓକୁ ଦେଖନ୍ତୁ।

କୁହାଯାଉଛି ଯେ ଏହି ଭିଡ଼ିଓ ଏକ ନ୍ୟାସନାଲ ପାର୍କର ଏବଂ ଏହାକୁ ଜଣେ ୱାଇଲଡ଼ ଲାଇଫ ଫଟୋଗ୍ରାଫର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।

 

View this post on Instagram

 

A peacock takes off as we drive ahead of a tiger at the ranthambore tiger reserve last summer. As we kept rolling down the road a lot for peacocks which were on the road started to take off and fly. Quicky made a slow mo of one of them in flight. Last may I spent around 9 days at ranthambore doing full day game drives on private guided Tours. shot on @oneplus_india @oneplus @earth @naturein_focus @bbcearth @natgeoindia @toehold.photo #sanctuaryasia #incredibleindia #wildlife #natureinfocus #bangalorephotographer #wildindia #ecotourism #conservation #indiagram #india #art #photography #catsofinstagram #cat #bigcats #wildlifephotography #bigcatsofinstagram #leopard #nature #travel #wanderlust #photooftheday #travelgram #natgeotravel #passionpassport #instatravel #explore #natgeo #photographer #thisweekoninstagram

A post shared by Harsha Narasimhamurthy (@harsha_narasimhamurthy) on

ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଧମାଲ ମଚଉଛି। ଫଟୋଗ୍ରାଫର ଏହି ଭିଡ଼ିଓକୁ ସେୟାର କରି ଲେଖିଛନ୍ତି ଯେ ସେ ନ୍ୟାସନାଲ ପାର୍କରେ ବୁଲୁଥିବାବେଳେ ଏହି ଦୃଶ୍ୟ ଦେଖିବାକୁ ପାଇଲେ। ଯେଉଁଠି ଅନେକ ସଂଖ୍ୟାର ମୟୁର ଉଡାଣ ଭରୁଥିଲେ। ତେବେ ଏହି ଦୃଶ୍ୟ ନିହାତି ଭାବରେ ଦେଖିବାକୁ ଅତି ମନୋରମ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.