Below header

ବିମାନ ଦୁର୍ଘଟଣା : ଲ୍ୟାଣ୍ଡିଂ ସମୟରେ ଖଣ୍ଡ ବିଖଣ୍ଡିତ ହେଲା ବିମାନ, ୩ ମୃତ

ତୁର୍କୀର ଇସ୍ତାବୁଲ୍‌ରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି । ଦୁର୍ଘଟଣା ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଛି । ୧୭୯ ଜଣ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମାନରେ ୬ ଜଣ କ୍ର୍ୟୁ ମେମ୍ବରଙ୍କ ସମେତ ୧୮୩ ଜଣ ଯାତ୍ରୀ ଥିଲେ । ପ୍ରବଳ ବର୍ଷା ଓ ପବନ ସତ୍ତ୍ୱେ ବିମାନଟି ଲ୍ୟାଣ୍ଡିଂ କରୁଥିଲା । ଫଳରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଥିଲା ।

video courtesy : Narendran

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.