ବିଡା ବିଡା ୫୦୦ ଟଙ୍କିଆ ନୋଟ ସହ ସେଲଫି ନେଲେ ସ୍ତ୍ରୀ ଓ ପୁଅ, ଅଡୁଆରେ ପୋଲିସ ଅଫିସର

ବିଡା ବିଡା ୫୦୦ ଟଙ୍କିଆ ନୋଟ ସହ ସେଲଫି ନେଲେ ସ୍ତ୍ରୀ ଓ ପୁଅ , ଅସୁବିଧାରେ ପୋଲିସ ଅଫିସର । ଉତ୍ତରପ୍ରଦେଶର ଉନାଓର ଷ୍ଟେସନ ଇନଚାର୍ଜ ରମେଶ ଚନ୍ଦ୍ର ସାହାଣୀଙ୍କ ପତ୍ନୀ ଓ ପୁଅ ବିଡା ବିଡା ୫୦୦ ଟଙ୍କା ସହ ସେଲଫି ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବରିଷ୍ଠ ପୋଲିସ ଅଧିକାରୀ । ରମେଶଙ୍କୁ ଟ୍ରାନ୍ସପର କରାଯାଇଛି । ତେବେ ଏହି ଫଟୋ ୨୦୨୧ ମସିହାର । ପୈତୃକ ସମ୍ପତ୍ତ ବିକ୍ରି କରି ଟଙ୍କା ଆଣିଥିବା ସଫେଇ ଦେଇଛନ୍ତି ରମେଶ । ପ୍ରାପ୍ତ ସୂଚନା ଅନୁସାରେ, ସମ୍ପୃକ୍ତ ପୁଲିସ ଅଧିକାରୀ ହେଉଛନ୍ତି ବେହ୍‌ଟା ମୁଜାୱର୍‌ ଥାନାର ‘ଷ୍ଟେସନ୍‌-ଇନ୍‌-ଚାର୍ଜ’ ରମେଶ ଚନ୍ଦ୍ର ସାହାଣୀ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.