ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା, କୃଷି ଆଇନ ଉଚ୍ଛେଦ ନିମନ୍ତେ କଲେ ଅନୁରୋଧ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ଉଚ୍ଛେଦ ନିମନ୍ତେ ଅନୁରୋଧ କଲେ କଂଗ୍ରେସ ନେତା । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏହି ଆଇନ ବିରୋଧରେ ଗତ ୩ମାସରେ ସଂଗୃହୀତ ୨୦ ନିୟୁତ ଦସ୍ତଖତ ସମ୍ବଳିତ ଏକ ସ୍କାରକପତ୍ର ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.