ଗର୍ଜୁଛି ରୁଷ୍‌ ଫାଇଟର ଜେଟ୍‌: ୟୁକ୍ରେନ୍‌ ଉପରେ ହମ୍‌ଲା ପାଇଁ ଚାଲିଛି ତୟାରି, ଖଞ୍ଜା ଯାଉଛି ହତିଆର

ନୂଆଦିଲ୍ଲୀ : ସେକେଣ୍ଡ ଫେଜ୍‌ ଆଟାକ୍‌ । ପୂର୍ବ ୟୁକ୍ରେନରେ ଜୋରଦାର ହମଲା କରିଛି ଋଷ। ଗର୍ଜୁଛି ରୁଷ୍‌ ଫାଇଟର ଜେଟ୍‌। ୟୁକ୍ରେନ୍‌ ଉପରେ ହମ୍‌ଲା ପାଇଁ ଚାଲିଛି ତୟାରି। ଖଞ୍ଜା ଯାଉଛି ହତିଆର। ଆକାଶରୁ ୟୁକ୍ରେନ୍‌ ଉପରେ ବର୍ଷା କରିବ ମିଶାଇଲ୍‌। ବ୍ଲାକ୍‌ ସି’ରେ ଯୁଦ୍ଧ ଜାହାଜ ମସ୍କଭା ବୁଡ଼ିଯିବା ପରେ ୟୁକ୍ରେନ୍‌ ଉପରେ ଭୟଙ୍କର ଆକ୍ରମଣ କରୁଛି ରୁଷ୍‌ । ଗତ ରାତିରେ ୧୨ ଶହ ଟାର୍ଗେଟ୍‌କୁ ହିଟ୍‌ କରିଛି ମିଶାଇଲ। ଡୋନୋସ୍କରେ ୟୁକ୍ରେନ୍‌ର ଏକ MIG-29 ଫାଇଟର୍‌କୁ ଖସାଇ ଦେଇଥିବା ମସ୍କୋ ଦାବି କରିଛି । ଡନ୍‌ବାସ ଅକ୍ତିଆର ପାଇଁ ଆରମ୍ଭ ହୋଇଛି ରୁଷ୍‌ର ସ୍ପେସାଲ ଅପରେସନ୍‌ ।

ବହୁ ଦିନ ଧରି ଏଠି ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରୁଥିଲା ରୁଷ୍‌ । ୨୪ ଘଣ୍ଟାର ଅପରେସନ୍‌ରେ ଭଲ ସଫଳତା ମିଳିଥିବା ଦାବି କରିଛି। ସେପଟେ ଜେଲେନ୍‌ସ୍କି କହିଛନ୍ତି ରୁଷ୍‌ ସପକ୍ଷରେ ଯିବନି ଡନବାସ୍‌ ଯୁଦ୍ଧ। ଡନବାସ୍‌ ଯୁଦ୍ଧ ପାଇଁ ଦୀର୍ଘ ପ୍ରସ୍ତୁତି କରିଥିଲା ମସ୍କୋ। ରୁଷ୍‌ ଯେତେ ସୈନ୍ୟ ଠୁଳ କଲେବି ଆମେ ଯୁଦ୍ଧ କରିବୁ । ଆମେ ନିଜକୁ ସୁରକ୍ଷା ଦେବୁ। ସେପଟେ ଜେଲେନ୍‌ସ୍କିଙ୍କ ବିବୃତ୍ତି ତାଙ୍କ ମଦ ଓ ସିଗାରେଟ୍‌ର ପ୍ରଭାବ ବୋଲି କହିଛନ୍ତି ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍‌ । ପୂର୍ବ ୟୁକ୍ରେନରେ ଜୋରଦାର ହମଲା କରିଛି ଋଷ। ଗର୍ଜୁଛି ରୁଷ୍‌ ଫାଇଟର ଜେଟ୍‌। ୟୁକ୍ରେନ୍‌ ଉପରେ ହମ୍‌ଲା ପାଇଁ ଚାଲିଛି ତୟାରି। ଖଞ୍ଜା ଯାଉଛି ହତିଆର। ଆକାଶରୁ ୟୁକ୍ରେନ୍‌ ଉପରେ ବର୍ଷା କରିବ ମିଶାଇଲ୍‌। ବ୍ଲାକ୍‌ ସି’ରେ ଯୁଦ୍ଧ ଜାହାଜ ମସ୍କଭା ବୁଡ଼ିଯିବା ପରେ ୟୁକ୍ରେନ୍‌ ଉପରେ ଭୟଙ୍କର ଆକ୍ରମଣ କରୁଛି ରୁଷ୍‌ ।

ଗତ ରାତିରେ ୧୨ ଶହ ଟାର୍ଗେଟ୍‌କୁ ହିଟ୍‌ କରିଛି ମିଶାଇଲ। ଡୋନୋସ୍କରେ ୟୁକ୍ରେନ୍‌ର ଏକ MIG-29 ଫାଇଟର୍‌କୁ ଖସାଇ ଦେଇଥିବା ମସ୍କୋ ଦାବି କରିଛି । ଡନ୍‌ବାସ ଅକ୍ତିଆର ପାଇଁ ଆରମ୍ଭ ହୋଇଛି ରୁଷ୍‌ର ସ୍ପେସାଲ ଅପରେସନ୍‌ । ବହୁ ଦିନ ଧରି ଏଠି ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଠୁଳ କରୁଥିଲା ରୁଷ୍‌ । ୨୪ ଘଣ୍ଟାର ଅପରେସନ୍‌ରେ ଭଲ ସଫଳତା ମିଳିଥିବା ଦାବି କରିଛି। ସେପଟେ ଜେଲେନ୍‌ସ୍କି କହିଛନ୍ତି ରୁଷ୍‌ ସପକ୍ଷରେ ଯିବନି ଡନବାସ୍‌ ଯୁଦ୍ଧ। ଡନବାସ୍‌ ଯୁଦ୍ଧ ପାଇଁ ଦୀର୍ଘ ପ୍ରସ୍ତୁତି କରିଥିଲା ମସ୍କୋ। ରୁଷ୍‌ ଯେତେ ସୈନ୍ୟ ଠୁଳ କଲେବି ଆମେ ଯୁଦ୍ଧ କରିବୁ । ଆମେ ନିଜକୁ ସୁରକ୍ଷା ଦେବୁ। ସେପଟେ ଜେଲେନ୍‌ସ୍କିଙ୍କ ବିବୃତ୍ତି ତାଙ୍କ ମଦ ଓ ସିଗାରେଟ୍‌ର ପ୍ରଭାବ ବୋଲି କହିଛନ୍ତି ରୁଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.