‘ଆମେରିକା ଯୁଦ୍ଧ ବିମାନ F-15 ଓ F-16କୁ ଆକାଶରୁ ଖସାଅ, ୧.୪୧ କୋଟି ଟଙ୍କା ପୁରସ୍କାର ପାଅ…’, ନିର୍ଦ୍ଦେଶ ଦେଲା ରୁଷ୍
ଆମେରିକା ଯୁଦ୍ଧ ବିମାନକୁ ଆକାଶରୁ ମାରି ଖସାଇବାକୁ ନିର୍ଦ୍ଦେଶ ଦେଇଛି ରୁଷ୍ । ଯିଏ ପ୍ରଥମେ ଆମେରିକୀୟ ଫାଇଟର୍ ଜେଟ୍ F-15 ଓ F-16କୁ ଆକାଶରୁ ମାରି ଖସାଇବ, ତାକୁ ସରକାରଙ୍କ ତରଫରୁ ୧୫ ମିଲିୟନ ରୁବଲ୍ସ ମିଳିବ । ଅର୍ଥାତ୍ ସେହି ସୈନିକ ଜଣକ ପାଖାପାଖି ୧.୪୧ କୋଟି ଟଙ୍କା ପୁରସ୍କାର…