କରୋନା ଟୀକା ଆସିବା ପୂର୍ବରୁ ନିଜ ଭିତରେ ମରିପାରେ କରୋନା ଭାଇରସ : ବୈଜ୍ଞାନିକଙ୍କ ଦାବି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଜଣେ କ୍ୟାନସର ପ୍ରୋଗ୍ରାମର ଡ଼ାଇରେକ୍ଟର ଭାବେ କାର୍ଯ୍ୟରତ ଥିବା ପ୍ରଫେସର କରୋଲ ସିକୋରା କରୋନା ଭୈରସକୁ ନେଇ ବଡ ଖୁଲାସା କରିଛନ୍ତି। ସିକୋରା କହିଛନ୍ତି, କରୋନା ଭାଇରସ ବିରୁଧରେ ଟୀକା ବାହାର କରିବା ପୂର୍ବରୁ ହିଁ ନିଜେ ଶେଷ ହୋଇପାରନ୍ତି। ସେ କହିଛନ୍ତି, କରୋନା ଭାଇରସ ଟୀକା ବିକାଶ ପୂର୍ବରୁ ହିଁ ନିଜେ ନିଜେ ଶେଷ ହୋଇପାରନ୍ତି।


ସିକୋରା କହିଛନ୍ତି, କରୋନା ଭାଇରସ ବିପକ୍ଷରେ ପ୍ରତ୍ୟେକ ସ୍ଥାନରେ ଗୋଟିଏ ଭଳି ପାର୍ଟନ ଦେଖିବାକୁ ମିଳୁଛି। ମୋର ସନ୍ଦେହ ରହିଛି କି ଆମ ଭିତରେ ଯେତିକି ଅନୁମାନ ଲଗାଯାଇଥିଲା, ତାଠାରୁ ଅଧିକ ରୋଗ ପ୍ରତିରୋଧକ କ୍ଷମତା ରହିଛି। ଆମେ ଏହି ଭାଇରସକୁ ବାରମ୍ବାର କମାଇବା ଆବଶ୍ୟକ କିନ୍ତୁ ଏହା ଆପେ ଆପେ ବହୁତ ଦୁର୍ବଳ ହୋଇପାରିବ। ଏହା ସମ୍ଭବ ହୋଇପାରେ ବୋଲି ମୋର ଅନୁମାନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.