Below header

ନୂଆ ଆଇନରେ ଥିବା ଫାଇନ୍‌କୁ ରାଜ୍ୟ ସରକାର ଚାହିଁଲେ ହ୍ରାସ କରିପାରିବେ : ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ

ସଂଶୋଧିତ ମୋଟର ଯାନ ଆଇନରେ ଅତ୍ୟଧିକ ଜରିମାନା ଆଦାୟ ପ୍ରସଙ୍ଗରେ ରାଜ୍ୟ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରି। ସେ କହିଛନ୍ତି, ନୂଆ ଆଇନରେ ଥିବା ଫାଇନ୍‌କୁ ଚାହିଁଲେ ରାଜ୍ୟ ସରକାର ହ୍ରାସ କରିପାରିବେ। ଗୁଜରାଟ, ମହାରାଷ୍ଟ୍ର, ବିହାର ଏହି ଆଇନ ଲାଗୁ କରିବା ନେଇ ଅସନ୍ତୋଷ ପ୍ରକାଶ କରିବା ପରେ କେନ୍ଦ୍ରମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜରିମାନା ଆଦାୟ ଲୋକଙ୍କୁ ଶୃଙ୍ଖଳିତ କରିବା। କିନ୍ତୁ ରାଜସ୍ୱ ଆଦାୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଗଡ଼କରି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.