ବର୍ତ୍ତମାନ ସୁଦ୍ଧା ବୋରୱେଲରୁ ଉଦ୍ଧାର ହୋଇପାରିନି ୨ବର୍ଷର ଶିଶୁ

ତାମିଲନାଡ଼ୁ (କେନ୍ୟୁଜ୍) : ବର୍ତ୍ତମାନ ସୁଦ୍ଧା ବୋରୱେଲରୁ ଉଦ୍ଧାର ହୋଇପାରିନି ୨ବର୍ଷର ଶିଶୁ । ଗତ ୨୫ ତାରିଖରେ ତାମିଲନାଡ଼ୁର ତିରୁଚିରାପଲ୍ଲୀ ଜିଲ୍ଲାର ନଦୁକାଟିପଟ୍ଟିରେ ୨୫ ଫୁଟ ଗହୀର ବୋରୱେଲରେ ଖସି ପଡ଼ିଛି ଶିଶୁ । ବୋରିଂ ମେସିନ ସହାୟତାରେ ଶିଶୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଶିଶୁଟି ଶହେ ଫୁଟ ତଳେ ଚାପି ହୋଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.