ଆମେରିକା ସେନା ଅପରେସନରେ ମୃତ ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍‌ଦାଦିକୁ ନେଇ ବଡ ଖୁଲାସା

ୱାସିଙ୍ଗଟନ୍ : ଆମେରିକା ସେନା ଅପରେସନରେ ମୃତ ବିଶ୍ୱର ଏକ ନମ୍ବର ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍‌ଦାଦିକୁ ନେଇ ଏକ ବଡ ଖୁଲାସା । ଆମେରିକୀୟ ସମାଚାରରୁ ମିଳିଥିବା ସୂଚନା ଅନୁଯାୟୀ କିଛି ମାସ ପୂର୍ବରୁ ବାଗଦାଦିର ପତ୍ନୀ ଏବଂ ଏକ ସନ୍ଦେସବାହକକୁ ଗିରଫ କରାଯାଇଥିଲା । ସେତେବେଳେ ସେମାନେ ସମ୍ଭବତଃ ଠିକଣା ସମ୍ପର୍କରେ ସୂଚନା ଦେଇଥିଲେ । ରିପୋର୍ଟ ଅନୁସାରେ ସୂଚନା ଆଧାରରେ ବଗଦାଦିର ଠିକଣାରେ ପହଁଚିବା ପାଇଁ ଇରାକି ଏବଂ କିଛି ଅଧିକାରୀଙ୍କ ସହିତ ମିଶି ଆମରିକୀୟ ସୈନ୍ୟ ମାନେ ଯୋଜନା ଆରମ୍ଭ କରିଥିଲେ ଏବଂ ଜାସୁସ୍ ମାନଙ୍କୁ କାମରେ ଲଗାଇଥିଲେ । ଯାହାପରେ ନିଜର ଲକ୍ଷ ପୂରଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.