ଆଜି ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି। ଏହି ଅବସରରେ ବ୍ରିକ୍ସ ସମୂହ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ବୁଝାମଣା ନେଇ ଆଲୋଚନା କରିପାରନ୍ତି। ମୋଦି ମଙ୍ଗଳବାର ୟୁଗାଣ୍ଡାରେ କହିଥିଲେ, ଏଛାରେ ଖୁ୍ଶୀଘ୍ର ମେଡ ଇନ୍ ଇଣ୍ଡିଆ ସ୍ମାର୍ଟ ଫୋନ୍ ମିଳିବ। ସେହିଭଳି ଅଫ୍ରିକୀୟ ଦେଶ ରୁୱାଣ୍ଡରେ ଭାରତୀୟ ଦୂତାବାସ ଖୋଲିବ ବୋଲି ମୋଦି ପ୍ରତିଶୃତି ଦେଇଛନ୍ତି। ମୋଦିଙ୍କର ଏହା ଦ୍ୱିତୀୟ ଆଫ୍ରିକୀୟ ମହାଦେଶ ଗସ୍ତ। ପୂର୍ବରୁ ୨୦୧୬ରେ ମୋଜମ୍ବିକ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ ଓ କେନିଆ ଗସ୍ତ କରିଥିଲେ।

Leave A Reply

Your email address will not be published.