ଜାମ୍ମୁ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଦୁଇ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀର ସୀମାନ୍ତରେ ନିହତ ହେଲେ ଦୁଇ ଆତଙ୍କବାଦୀ । ଜାମ୍ମୁ କାଶ୍ମୀର ସୋଫିୟାନ ସୁଗାନ୍ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସୀମାନ୍ତ ଅଞ୍ଚଳ ଗୁଡିକରେ ପୋଲିସ ଦ୍ୱାରା ସର୍ଚ୍ଚ ଅପରେସନ୍ ଜାରି ରହିଛି।