Below header

ମାଟି ମା ପାଇଁ ରାକେଟ୍‌ ଛାଡ଼ି ବନ୍ଧୁକ ଧରିଲେ ୟୁକ୍ରେନ ଟେନିସ ଖେଳାଳି ଆଲେକ୍ସଜାଣ୍ଡର

କେନ୍ୟୁଜ୍(ବ୍ୟୁରୋ): ରାକେଟ ଛାଡ଼ି ବନ୍ଧୁକ ଧରିଲେ ୟୁକ୍ରେନ ଟେନିସ ଖେଳାଳି । ରୁଷ ବିପକ୍ଷ ଯୁଦ୍ଧରେ ବନ୍ଧୁକ ଧରିଲେ ଟେନିସ ଖେଳାଳି ଆଲେକ୍ସଜାଣ୍ଡର । ୟୁକ୍ରେନର ପୂର୍ବତନ ଖେଳାଳି ହାତରେ ବନ୍ଧୁକ ଧରିଛନ୍ତି । ଦେଶ ସୁରକ୍ଷା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଣେ ପୂର୍ବତନ ସାମରିକ ଅଧିକାରୀଙ୍କଠାରୁ ବନ୍ଧୁକ ଚାଳନା ଶିଖିଛନ୍ତି ବୋଲି ସେ କହିଛନ୍ତି ।

କିଭରେ ରହୁନ୍ତି ଆଲେକ୍ସଜାଣ୍ଡର । ସୋସିଆଲ ମିଡିଆରେ ଏନେଇ ସେ ପୋଷ୍ଟ କରିଛନ୍ତି । ଯେଉଁଥିରେ ରାଇଫଲ ସହ ହେଲମେଟ ଓ ଫ୍ଲାକ ଜ୍ୟାକେଟ ରହିଛି । ୩୩ ବର୍ଷୀୟ ରିଷ୍ଟ ଇନଜୁରୀ ପରେ ମେ’ ୨୦୨୧ରେ ଖେଳ ଛାଡ଼ିଥିଲେ । ସେ ତିନିଟି ଟାଇଟଲ ହାସଲ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.