Below header

ପଶ୍ଚିମବଙ୍ଗରେ ସଂଶୋଧିତ ମୋଟର ଭେହିକିଲ ଆକ୍ଟ ଲାଗୁ କରିବେ ନାହିଁ ମମତା ବାନାର୍ଜୀ

ପଶ୍ଚିମବଙ୍ଗ(କେନ୍ୟୁଜ୍): ପଶ୍ଚିମବଙ୍ଗରେ ବର୍ତ୍ତମାନ ସଂଶୋଧିତ ମୋଟର ଭେହିକିଲ ଆକ୍ଟ ଲାଗୁ କରିବେ ନାହିଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିପାଇଁ ନିଜର ଅକ୍ଷମତା ପ୍ରକାଶ କରିଛନ୍ତି । ନୂଆ ଆଇନ୍‌ ଲାଗୁ ହେଲେ ଲୋକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ । ଏ ନେଇ ରାଜ୍ୟ ଅଧିକାରୀମାନେ ତାଙ୍କୁ ମତାମତ ଦେଇଥିବା ଦିଦି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.