Below header

ନ୍ୟୁଜିଲାଣ୍ଡ ଛୁଇଁଲା ନୂଆବର୍ଷ, ପରସ୍ପରକୁ ଶୁଭେଚ୍ଛା ଜଣାଇଲେ  ନ୍ୟୁଜିଲାଣ୍ଡ ଅଧିବାସୀ

ଭାରତରେ ନୂଆବର୍ଷ ପାଳନ କରଯିବା ପୂର୍ବରୁ ନ୍ୟୁଜିଲାଣ୍ଡରେ ନୂଆବର୍ଷ  ପାଳିଛନ୍ତି ନ୍ୟୁଜଲାଣ୍ଡ ଅଧିବାସୀ । କେବଳ  ଏତିକି ନୁହେଁ ବାଣ ଫୁଟାଇ ଡିଜେ ବଜାଇ ବେଶ୍ ଧୂମଧାମରେ ନୂଆବର୍ଷକୁ  ସ୍ବାଗତ କରିଥିଲେ ନ୍ୟୁଜିଲାଣ୍ଡ ଅଧିବାସୀ। ନ୍ୟୁଜିଲାଣ୍ଡ ଘଣ୍ଟାରେ ରାତି ୧୨ଟା ବାଜିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା  କାଉଣ୍ଟ ଡାଉନ। ଘଣ୍ଟାରେ ସମାନ ୧୨ଟା ବାଜିବା ପରେ  ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ। ପିଲା ଠାରୁ ବୟସ୍କ ସବୁ ବର୍ଗର ଲୋକେ ପରସ୍ପରକୁ ଶୁଭ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.